)
Odisha News: ସର୍ଟ ସର୍କିଟ୍ ଯୋଗୁ ଜଣେ ଅସହାୟ ବିଧବା ମହିଳାଙ୍କ ୪ ବଖରା ଘର ଜଳିଗଲା . ଅଳ୍ପକେ ବର୍ତ୍ତିଲେ ମହିଳା. ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତ ଶାଳୀକୁଠା ଗ୍ରାମରେ। ଗ୍ରାମର ସ୍ବର୍ଗତ ଜୟ ଚନ୍ଦ୍ର ଜେନାଙ୍କ ବିଧବା ପତ୍ନୀ ପଦ୍ମାବତୀ ପଡିଶା ଘରକୁ ଯାଇଥିବା ବେଳେ ଦିନ 11.30 ମିନିଟ ସମୟରେ ହଠାତ ଘରେ ନିଆଁ ଲାଗି ଯାଇଥିଲା ! ଗ୍ରାମବାସୀ ତଥା ପଡିଶା ମାନେ ବହୁ ଚେଷ୍ଟା କରିଥିଲେ ବି ନିଆକୁ ଆୟତ କରି ପାରିନଥିଲେ।