Published: Nov 22, 2025, 08:39 PM IST|Updated: Nov 22, 2025, 08:39 PM IST
Sefali Suna: ହ୍ୟୁମାନଙ୍କ ସହ ଶେଷ ଭିଡିଓ ସେୟାର କରିଥିଲେ ମା ଶେଫାଳି ସୁନା...ଦେଖିଲେ ଆଖିରେ ରହିବନି ଲୁହ । ଓଡ଼ିଆର ସୁପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୬ ଦିନ ବିତିଥିବା ବେଳେ ଏବେ ତାଙ୍କ ମା ଶେଫାଳି ସୁନା ଆଉ ଏକ ଗୁମର ଖୋଲିଛନ୍ତି। ମା ଶେଫାଳି ସୁନାଙ୍କୁ ସବୁ କିଛି ଲୁଚାଇ ରଖିଥିଲେ ପପୁ ଓ ପ୍ରଶାନ୍ତ। ପପୁ ସବୁ ହିସାବ କିତାବ ରଖୁଥିଲା ବୋଲି ମା କହିଛନ୍ତି । ହେଲେ ଏବେ ହ୍ୟୁମାନଙ୍କ ମା ଶେଫାଳି ସୁନାଙ୍କ ଇନଷ୍ଟାଗ୍ରାମରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆଖିରେ ଲୁହ ରହିବନି...ଦେଖନ୍ତୁ ସେହି ଭିଡିଓ...