)
Viral Video: ଦର୍ଶକଙ୍କ ମନୋରଞ୍ଜନ କରିବାକୁ ସର୍ବଦା କଳାକାରମାନେ ଚେଷ୍ଟାରତ । ଅନେକ ସମୟରେ ଏକାଧିକ ଓଲିଉଡ କଳାକାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳେ । ନିକଟରେ ପ୍ରସିଦ୍ଧ ସମ୍ୱଲପୁରୀ ଗାୟକ ମଣ୍ଟୁ ଛୁରିଆ ଏବଂ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିଥିଲେ ପ୍ରଶଂସକ । ଗୀତ ଏବଂ ନୃତ୍ୟର ତାଳେତାଳେ ବିଭୋର ହୋଇଥିଲେ ଦର୍ଶକ ।