Viral Video: କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ସୋସିଆଲ ମିଡିଆରେ ଆଜି ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସହ ସତ୍ୟଜିତ ଲେଖିଛନ୍ତି ଯେ, ଫେରିଆସ ଦାଦା... ଆଉ କିଏ ମୋ ସହ ମଜା କରିବ ଦାଦା । କିଏ ସବୁବେଳେ କହିବ ତୁ ମୋର ଲମ୍ୱା ରେସର ଘୋଡା, କିଏ କହିବ ତୁ ମୋର ଭର୍ସାଟାଇଲ୍ ସିଙ୍ଗର, ତତେ ଯୋଉ ଜେନର ଗୀତ କମ୍ପୋଜିସନ ଦେଲେ ତୁ ସେଥିରେ ଫିଟ୍, କିଏ ଆଉ କହିବ ଅଭିଜିତ ସତ୍ୟଜିତ ଦୁଇ ଭାଈ ବୋଲି । କାହା ସହ କୋଉ କଥା ସେୟାର କରିବି ?