Viral Video: ନୂଆ ମ୍ୟୁଜିକ୍ ଭିଡିଓ 'ମୁଁ ତୁମର' ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଗାୟକ ସ୍ୱୟମ ପାଢୀ ଗୀତଟିର ଦମଦାର ପ୍ରମୋଶନ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗିଟାର୍ ଧୁନ୍ ସହ ତାଳ ଦେଇ ସ୍ୱୟମ୍ ଗୀତଟି ଗାଉଛନ୍ତି ।