Published: Sep 28, 2025, 06:00 PM IST|Updated: Sep 28, 2025, 06:00 PM IST
Sura Rout Ray: ଗତକାଲି ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟକୁ ୧୭୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସତ ଯାହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ସବୁଠୁ ଅଧିକ ଏମପି ଆମ ରାଜ୍ୟରୁ ହେଲେ ମୋଦୀ ସବୁବେଳେ ବିହାର ଓ ଆନ୍ଧ୍ର ପ୍ରଦେଶ କୁ କୃପାଦୃଷ୍ଟି ପକଉଛନ୍ତି । ଯାହା ଫଳରେ ଓଡ଼ିଶା ଅବହେଳିତ ଅବସ୍ଥାରେ ରହୁଛି । ତେବେ ଗତ ଦେଢବର୍ଷ ହେଲାଣି ମୋଦୀ ୭ଥର ଓଡ଼ିଶା ଆସି କରିଛନ୍ତି କଣ?