Vijay Viral video: ତାମିଲନାଡୁ ଦଳଚକଟା ଘଟଣା, ୪୦ ଜଣଙ୍କ ମୃତ୍ୟୁ ପରେ ଏପରି ଭିଡିଓ ଛାଡ଼ିଲେ ସୁପରଷ୍ଟାର ବିଜୟ ତଲପତି...

Vijay Viral video: ୨୭ ସେପ୍ଟେମ୍ବର ଶନିବାର ଦିନ ସାଉଥ-ଷ୍ଟାର୍ ବିଜୟ ତଲପତିଙ୍କ ରାଲିରେ ଏକ ଭୟଙ୍କର ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ୩ ଦିନ ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଶୋକ ପ୍ରକାଶ କରିଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତା ବିଜୟ  ତଲପତି।

 

Recommended Videos