Advertisement
Videos Details/odisha/zeeodisha2715505
Video ThumbnailPlay icon

Terrible Accident: ଭୟଙ୍କର ଦୁର୍ଘଟଣା! ଟ୍ରକକୁ ପଛରୁ ପିଟିଲା ବସ୍, ୩୦ ଯାତ୍ରୀ...

Terrible Accident: ଟ୍ରକକୁ ପଛପଟୁ ପିଟିଲା ବସ୍। ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ। ଜାତୀୟ ରାଜପଥ ୧୬ ନମ୍ବର ଲଙ୍ଗଳେଶ୍ବର ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ବାଲୁଙ୍କେଶ୍ବର ନାମକ ଘୋରୋଇ ବସ୍ ଟି ଭୁବନେଶ୍ବରରୁ ଆସିକା ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସମସ୍ତ ଆହତ ଯାତ୍ରୀ ଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି।

Lipi Sritam Video: ଷ୍ଟେଜ ଉପରୁ ଭାଇରାଲ ହେଲା ଶ୍ରୀତମଙ୍କ ସହ ଲିପିଙ୍କ ଏହି ଭାଇରାଲ ଭିଡିଓ
Play icon00:53
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହି ସୁନ୍ଦର ଭିଡିଓ
Play icon01:10
Elli Padhi Video: ଟ୍ରେଣ୍ଡିଂ ଗୀତ ହାଏ ଗୋ ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ
Play icon00:48
Viral Video: ଅଭିନେତ୍ରୀ ନିକିତାଙ୍କ ସହ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Antara Chakraborty: ନିଜର ଟ୍ରେଣ୍ଡିଂ ଗୀତ ଫିଲ୍ଟର କମାଲରେ କମାଲ କରିଦେଖାଇଲେ ଗାୟିକା ଅନ୍ତରା
Play icon00:42
Video: ଦୁଃଖ ଗୀତରେ ଭିଡିଓ କଲେ ଯାତ୍ରା ଅଭିନେତ୍ରୀ ସୋନାଲି, ପ୍ରଶଂସକ କହିଲେ...
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:24
Thalapathy Vijay: ଏମିତି ଢଙ୍ଗରେ ଶପଥ ନେଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଲପତି ବିଜୟ
Play icon00:36
Viral Video:  ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:25
Video: ପୋଲିସ ବେଶରେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭିଡିଓ ଭାଇରାଲ୍
Play icon00:40
Video: ମଞ୍ଚରୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ
Play icon01:00
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:30
Video: ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା, ୩୦ ସେକେଣ୍ଡ୍ ଭିଡିଓ ଭାଇରାଲ୍
Play icon00:30
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରିୟା ଚୌଧୁରୀଙ୍କ ଏହି ଭିଡିଓ...
Play icon00:47
GRP Constable Lynched: ବାଲିଅନ୍ତା ଯୁବକଙ୍କୁ ହତ୍ୟା ଘଟଣାର ଆଉ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ....
Play icon04:33
Viral Video: ବାହାଘର ପରେ ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:40
Jitu Munda Case: ଶୁଦ୍ଧି ହେଲେ ଜିତୁ ମୁଣ୍ଡା, ଚିକେନ ମଟନରେ ଭାସିଲା ଗାଁ...ନିୟମ ମାନିଲେ ଗାଁ ସାହି ଲୋକ
Play icon05:48
Debasmita Panda Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...
Play icon00:42
Ratha Guja Preparation: ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ରଥର ହେବ ଚକଡେରା ନିତି ଅନୁକୂଳ
Play icon02:47
Advertisement