Viral Video: ଟ୍ୟାପରୁ ସାପ ପାଣି ପିଉଥିବାର କେବେ ଦେଖିଛନ୍ତି କି? ଏହି ଭାଇରାଲ ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Thirsty Snake Video: ସୋସିଆଲ ମିଡିଆରେ ଏକ ସାପର ଭିଡିଓ ଜୋରଦାର ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳେ ଯଏ ଟ୍ୟାପରୁ ପାଣି ପଡୁଛି ଏବଂ ସେଥିରେ ଏକ ସାପ ଝୁଲୁଛି। ଟ୍ୟାପରୁ ପାଣି ପିଇବା ସମେତ ସାପ ବାରମ୍ବାର ଗର୍ଜନ କରୁଛି। ଏଠାରେ ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ-

Recommended Videos