Video: ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ରାକ୍ଷୀ ବାନ୍ଧିଲେ ଏହି ଅଭିନେତ୍ରୀ

Viral Video: ରାକ୍ଷୀ ପୂର୍ଣ୍ଣମୀ ଅବସରରେ ରିଲିଜ୍ ହେବାକୁ ଯାଉଛି ଏକ ନୂଆ ଗୀତ ଯେଉଁଥିରେ ଭାଈ ଭଉଣୀଙ୍କ ସ୍ନେହ ପ୍ରେମର ଝଲକ ଦେଖିବାକୁ ମିଳିଛି । ଗୀତଟିରେ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ସହ ଅସୀମା ପତିଙ୍କୁ ଦେଖିବାକୁ ମିଳିଛି । ଗୀତଟି ଖୁବ ସୁନ୍ଦର ହୋଇଥିବା ସମୟରେ ଗୀତରେ ରିଲ୍ ବନେଇବା ଆରମ୍ଭ କରିଛନ୍ତି ସୋସିଆଲ୍ ମିଡିଆ ୟୁଜର ।

Recommended Videos