)
Viral Video: ଆପଣ ରାମଦୋଳି ଖେଳିବାକୁ ପସନ୍ଦ କରନ୍ତି କି ? ଯଦି ହଁ ତେବେ ଥରେ ଦେଖିନିଅନ୍ତୁ ଏହି ଭିଡିଓଟିକୁ । ଏକ ମୀନବଜାର ପଡିଥିବା ସ୍ଥାନରେ ଅନେକ ଲୋକ ରାମଦୋଳି ଖେଳିବାର ମଜା ନେଉଥିଲେ । ତେବେ ଏହି ସମୟରେ ହଠାତ୍ ଜଣା ମହିଳା ରାମଦୋଳିରୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜଣେ ସ୍ଥାନୀୟ ଲୋକ ଏହି ଦୃଶ୍ୟକୁ ନିଜ ସୋସିଆଲ୍ ମିଡିଆରେ ସେୟାର କରିବା ପରେ ଏହା ଖୁବ ଭାଇରାଲ୍ ହେବାରେ ଲାଗିଛି ।