ଭାରତକୁ ସ୍ୱାଧୀନ କରିବା ପାଇଁ ସ୍ୟାଧୀନତା ସଂଗ୍ରାମୀ ମାନେ ଦେଖିଥିଲେ ଅନେକ ସ୍ୱପ୍ନ । ଜୀବନକୁ ଜଳାଞ୍ଜଳି ଦେଇ ବ୍ରିଟିଶ ବିରୋଧରେ କରିଥିଲେ ସଂଗ୍ରାମ । ଫିରିଙ୍ଗି ଗୁଳିରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଇରମ ମାଟିରେ ଅନେକ ସଂଗ୍ରାମୀ ହୋଇଛନ୍ତି ସହିଦ । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also.