Puri Tourist: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲାଇଭ୍ ଲୁଟ୍...ଭିଡିଓ କରି ଦେଖାଇଲେ ଲାଇଫ ଗାର୍ଡ

Puri Tourist: ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍। ୧୦୦ କି ୨୦୦ ଟଙ୍କା ନୁହେଁ ବରଂ ୫ହଜାର ୫୦୦ ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ। ଭଲକରି ଦେଖନ୍ତୁ ଏହି ଭାଇରାଲ ଭିଜୁଆଲକୁ। ତିନିଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ଉପଭୋଗ କରିବାକୁ ଆସିଥିବା ବେଳେ ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ। ସମ୍ପୃକ୍ତ ମହିଳା ସେମାନଙ୍କ ପାଇଁ ମଦ ଆଣି ଦେଇଥିଲେ। କିନ୍ତୁ ପର୍ଯ୍ୟଟକ ମାନେ ମଦ ପିଇ ସାରି ବେଳାଭୂମିରେ ଶୋଇପଡିଥିଲେ। ଏହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଓ ଜଣେ ପୁରୁଷ ଵ୍ୟକ୍ତି ପର୍ଯ୍ୟଟକ ମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ
See more

Recommended Videos