Bhadrak Viral: ରାସ୍ତା କଡ଼ରୁ ମହିଳାଙ୍କୁ ଉଠାଇ ନେଲା ଟ୍ରକ୍ ଡ୍ରାଇଭର ,ଭଦ୍ରକ ଚରମ୍ପା ନିକଟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ଯାହାକି ସିସିଟିଭିରେ କଏଦ ହୋଇଛି। ରାତିରେ ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଚରମ୍ପା ଫାଣ୍ଡି ଛକ ନିକଟସ୍ଥ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ ଏହି ମହିଳା ଏବଂ ସେହି ସମୟରେ ଏହି ଘଟଣା ସିସିଟିଭି ରେ କଏଦ ହୋଇଛି ।