Actress Biswarupa Rout Dance Video: ଅଭିନେତ୍ରୀ ବିଶ୍ୱରୂପା ରାଉତ ଖୁବ୍ କମ ବୟସରୁ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଏକି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କହି ରଖୁଛୁ ଯେ ଏହି ଟେଲିଭିଜନ୍ ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି ଏବଂ ସମୟ ସମୟରେ ନିଜ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଅଭିନେତ୍ରୀ ବିଶ୍ୱରୂପାଙ୍କ ବର୍ତ୍ତମାନ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ 'ରସବତୀ...' ଗୀତରେ ନାଚୁଥିବାର ନଜର ଆସୁଛନ୍ତି। ଦେଖନ୍ତୁ ଏହି ଭିଡିଓ-
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.