VIDEO: ସଦର ଥାନା ଶୁଆକାଟି ଫାଣ୍ଡି ନିକଟସ୍ଥ ଛେମଣ୍ଡା ନାଳରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଶରୀର ଭାଶୁଛି । ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଛତୁ କୁଢ଼ାଇବା ପାଇଁ ଯାଉଥିବା ସମୟରେ ନାଳରେ ଏକ ଶବ ଭାସୁଥିବା ଦେଖିବା ପରେ ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଖବର ଦେଇଥିଲେ। ଶବକୁ ଦେଖିବାପାଇଁ ଗାଁ ଲୋକଙ୍କ ଭିଡ ଯମିଥିଲା । ଶୁଚନା ପାଇ ଶୁଆକାଟି ଫାଣ୍ଡି ଓ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ପାଇଁ ପ୍ରୟାଶ ଚଳାଇଛନ୍ତି