Viral Video: ନାବାଳକକୁ ଯୋରଜବରଦସ୍ତ ମଦ ପିଆଇ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍

Viral Video: ନାବାଳକକୁ ଯୋରଜବରଦସ୍ତ ମଦ ପିଆଇ ମାଡ ମାରୁଥିବା ଭିଡିଓ ଭାଇରାଲ୍। କୁଜଙ୍ଗ ଥାନାରେ ଅଭିଯୋଗ। ଜଣେ ଅଟକ। ଏଭଳି ଅମାନବିୟ ଘଟଣା ଘଟିଛି କୁଜଙ୍ଗ ବନାପାଟ ଗ୍ରାମରେ। କୁଜଙ୍ଗ ବନାପାଟ ଗ୍ରାମର ୧୧ବର୍ଷୀୟ ନାବାଳକ ଶୈ।ଚ ପାଇଁ ଯାଉଥିବା ବେଳେ ପାଖରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରେ ସେହି ଗ୍ରାମର କିଛି ଯୁବକ ମଦ୍ୟପାନ କରିଥିଲେ। ନାବାଳକ କୁ ଦେଖି ଡାକିଥିଲେ।

Recommended Videos