Video: ଖୋର୍ଦ୍ଧାରେ ରାବଣ ପୋଡି, ଅଗ୍ନିସଂଯୋଗ ହେଲା କିନ୍ତୁ ପୋଡିଲାନି

Viral Video: ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । କିଛି ସ୍ଥାନରେ ବର୍ଷା କାରଣରୁ ରାବଣ ପୋଡି ଉତ୍ସବ ଫିକା ପଡିଛି । ସୋସିଆଲ ମିଡିଆରେ ଖୋର୍ଦ୍ଧାର ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଗ୍ନି ସଂଯୋଗ ପରେ ରାବଣର ପେଟ କଣା ହୋଇଛି କିନ୍ତୁ ରାବଣ ପୋଡି ନାହିଁ ।

Recommended Videos