Viral Video: ଓଡିଶା - ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ତାଜପୁର ବେଳାଭୂମି ରେ ସମୂଦ୍ର ରେ ଗୋଧୋଇବା ବେଳେ ଭାସିଗଲେ 3 ଜଣ ପର୍ଯ୍ଯଟକ,ଜଣେ ପର୍ଯ୍ଯଟକ ଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ଅବସ୍ଥାରେ ହସପିଟାଲ ରେ ଚିକିତ୍ସାଧୀନ ଅଛନ୍ତି ଏବଂ ଅନ୍ଯ ଜଣେ ପର୍ଯ୍ଯଟକ ଏବେ ବି ନିଖୋଜ ଅଛନ୍ତି, ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳ ର 3 ଜଣ ପର୍ଯ୍ଯଟକ ତାଜପୁର ବେଳାଭୂମିକୁ ବୁଲିବା ପାଂଇ ଆସି ଥିବା ବେଳେ ସମୂଦ୍ର ରେ ଗୋଧୋଇବା ସମୟରେ ସମସ୍ତେ ବୁଡି ଯାଇ ଥିଲେ,ଖବର ପାଇ ପ୍ରଶାସନ ପକ୍ଷରୁ ପର୍ଯ୍ଯଟକ ମାନଙ୍କୁ ଉଦ୍ଧାର କରିବା ପାଂଇ ସ୍ପିଡ ବୋଟ ପଠାଯାଇ ଥିଲା, ଉଦ୍ଧାରକାରୀ ଟିମ ଦୁଇ ଜଣ ଙ୍କୁ ଉଦ୍ଧାର କରି କୂଳକୁ ଆଣି ଥିବା ବେଳେ ଏବେ ବି ଜଣେ ପର୍ଯ୍ଯଟକ ନିଖୋଜ ଅଛନ୍ତି, ଉଦ୍ଧାର ହୋଇଥିବା ଦୁଇ ଜଣ ପର୍ଯ୍ଯଟକ ଙ୍କୁ ଗୁର