Viral Video: ମରଣକୁ ହାତ ଠାରି ଡାକୁଛନ୍ତି ଯାତ୍ରୀ; ଦେଖନ୍ତୁ କିଭଳି ବିପଦଜନକ ଭାବେ ଯାତ୍ରୀ କରୁଛନ୍ତି ଏହି ଯୁବତୀ

Thu, 17 Aug 2023-9:22 am,

Viral Video: ମାୟା ନଗରୀ ମୁମ୍ବାଇ । ମୁମ୍ବାଇର ଲୋକାଲ ଟ୍ରେନ କଥା ତ ଆପଣ ଉଣା ଅଧିକେ ଶୁଣିଥିବେ ନିଶ୍ଚୟେ। ଏହି ଲୋକାଲ ଟ୍ରେନରେ କେତେ ଭିଡ଼ ହୁଏ । ଆଉ କେତେ ବିପଦ ଜନକ ଭାବରେ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରନ୍ତି। ତେବେ, ଜଣେ ଯୁବତୀ କିଭଳି ଅତି ବିପଦଜନକ ଭାବରେ ଏହି ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି ଦେଖନ୍ତୁ । ଟିକେ ଏପଟ ସେପଟ ହେବ ମାନେ ଜୀବନ ଯିବା ଥୟ । ତେବେ, ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link