Viral Video: ଓଡ଼ିଆ ଦର୍ଶକଙ୍କ ମନରେ ବେସ୍ ଆଦୃତ ହୋଇଛି ୱେବ୍ ସିରିଜ୍ ଗ୍ୟାଙ୍ଗସ୍ ଅଫ୍ ପୁରୀ। ଏହି ସିରିଜରେ ଅଭିନୟ କରିଥିବା ପ୍ରତ୍ୟେକ କଳାକାରଙ୍କ ଅଭିନୟ ଲୋକଙ୍କୁ ପସନ୍ଦ ଆସିଛି। ଏଥିଲେ ସଂନ୍ଧ୍ୟା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଙ୍କିତା ମହାନ୍ତିଙ୍କ ନିଖୁଣ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ...