Viral Video: ମାତାଲ ଶିକ୍ଷକଙ୍କ ଉନ୍ମୁକ୍ତ କାଣ୍ଡ। ବିଦ୍ୟାଳୟ ପରିସର ମଦ ବୋତଲ ମୟ। ନିଶାସକ୍ତ ଅବସ୍ଥାରେ ପିଲାଙ୍କ ବହିବସ୍ତନି କୁ ତକିଆ କରି ଶୋଇଥିଲେ ସାର। ଭିଡିଓ ହେଲା ଭାଇରାଲ।ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନୋବା ନଗର ଗ୍ରାମପଞ୍ଚାୟତ ଉପେନ୍ଦ୍ରନାଥ ଘେରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମାଇ ଚରଣ ଟୁଡୁ । ଅଭିଯୋଗ ପରେ ଜିଲ୍ଲା ଶିକ୍ଷଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି।