Viral Video: ଦିନ ଦ୍ବିପହରରେ ଶରଧାବାଲିରେ ବୁଲିଲା ଖଣ୍ଡା, ଭାଇରାଲ ହେଉଛି ଏହି ଭିଡିଓ...

Viral Video: ଦିନ ଦ୍ବିପହରରେ ବୁଲିଲା ଖଣ୍ଡା ।ଶରଧାବାଲି ରେ ବୁଲିଲା ଖଣ୍ଡା।3 ଫୁଟିଆ ଖଣ୍ଡା ବୁଲାଇ ଦୁବୃର୍ତ୍ତ ଖେଲେଇଲେ ଆତଙ୍କ ।ଖଜା ଦୋକାନୀ କୁ ଆକ୍ରମଣ ।ଗଣେଶ ପୂଜାରେ ଶ୍ରୀକ୍ଷେତ୍ରରେ ଗଣ୍ଡଗୋଳ ।ରାଗରେ ଖଣ୍ଡା ଚୋଟରେ ଦୁଇ ଝୁଡ଼ି ଖଜା କୁ ହାଣି ପକାଇଲେ ।ପୂର୍ବ ଶତ୍ରୁତାକୁ ନେଇ ଘଟଣା ଘଟିଥିବା ସୂଚନା । ତେବେ ଶରଧାବାଲି ବସ୍ ଷ୍ଟାଣ୍ଡ ରେ ଦୋକାନ ଦେଇଥିବା ସୌମ୍ୟ ପାତ୍ର ଙ୍କ ଖଜା ଦୋକାନ କୁ ଆକ୍ରମଣ ହୋଇଛି ।ଦିନ ଦ୍ବିପହରରେ ସମସ୍ତଙ୍କ ଆଖି ସାମନାରେ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ,3 ଦୁବୃର୍ତ୍ତ । ଶ୍ୱାଶ୍ୱତ ମହାନ୍ତି,ସମ୍ବିତ ମହାନ୍ତି ଓ ବିଷ୍ଣୁ, ଏଇ ତିନି ଜଣ ଘଟାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୋକାନୀ ସୌମ୍ୟ

See more

Recommended Videos