Viral Video: ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଦେବଯାନୀ ଦେଘୁରିଆ। ସେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗିଲା ଟୋକାରୁ ପ୍ରଥମ କରି ନାୟିକା ଭାବରେ ଅଭିନୟ କରି ଲୋକଙ୍କୁ ହୃଦୟରେ ଏକ ଛାପ ଛାଡ଼ିଥିଲେ। ଏହା ପୂର୍ବରୁ ଦେବାଯାନୀ ଏନେକ ଫିଲ୍ମରେ ସେ ସହ-ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଆଇ ଲଭ୍ ମାଇଁ ଇଣ୍ଡିଆ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ ଏବେ ଘରେ ଘରେ ପରିଚିତ। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ...