Viral Video: ସୋସିଆଲ ମିଡିଆ ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ମଜାଳିଆ ଭିଡିଓ...

Viral Video: ଓଡ଼ିଆ ଅଭିନେତ୍ରୀ ଲିପି ମହାପାତ୍ର। ଅନେକ ଆଲବମ୍ ଓ ଲୋକପ୍ରିୟ ରିଆଲିଟି ସୋ' ରେ କାମ କରି ସେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କର ବିବାହକୁ ନେଇ ଅନେକ ସମୟରେ ଅନେକ ଗୁଜବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ନିକଟରେ ସେ ନିଜର ଏକ ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...

Recommended Videos