)
Viral Video: ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ମିଠି ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ପ୍ରଥମେ ଆଲବମରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ତାପରେ ସିନେମାରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲେ। ଏକାଧିକ ଓଡିଆ ଆଲବମ୍ ରେ ତାଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ଲୋକ ପ୍ରିୟ ଆଲବମ୍ ମଧ୍ୟରୁ 'ଏ ଗଉରା', 'ନାଁ ଟି ତା'ର ବୁଲବୁଲ୍', 'ରୁପେଲି ନଈ ଧାରେ', 'ହେଇଗଲା ତାକୁ ଶୋହଳ', 'ଏ ସାଲୁ' ଆଦି ଅନେକ ଗୀତ ଏବେ ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ତେବେ ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ..






























Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)
)
)
)