Viral Video: ସ୍ୱାମୀଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...

Viral Video: ଓଡ଼ିଆ ସିନେ ଜଗତର ଖୁବ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ରିୟା ଦେ। ଅଭିନୟରେ ତାଙ୍କର ଚୁଲବୁଲି ଅନ୍ଦାଜ, ଡ୍ୟାନ୍ସ ଓ ଅଭିନୟ ପାଇଁ ସେ ଓଡ଼ିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆର ମଧ୍ୟ ଖୁବ୍ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ସହ ଜୋଡ଼ି ହୋଇ ରହିବା ପାଇଁ ସେ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଥାନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ...

Recommended Videos