Virat Kohli Viral Video: ଫିଲ୍ଡ ଉପରୁ ଭାଇରାଲ ହେଉଛି କ୍ରିକେଟର୍ ବିରାଟ କୋହଲିଙ୍କ ଏହି ଭିଡିଓ...

Virat Kohli Viral Video: ଅଷ୍ଟ୍ରେଲିଆରେ ଚାଲିଥିବା ସିରିଜର ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲିଙ୍କ ବ୍ୟାଟିଂ ଏତେଟା ଖାସ୍ ନଥିଲେ ବି ତାଙ୍କର ଫିଲ୍ଡିଂ କ୍ରିଡ଼ାପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଛି। ଶନିବାର (୨୫ ଅକ୍ଟୋବର) ସିଡନୀ ଗ୍ରାଉଣ୍ଡରେ ତୃତୀୟ ମ୍ୟାଚ୍‌ରେ ସେ ଏକ ଜବରଦସ୍ତ କ୍ୟାଚ୍ କରିଥିଲେ, ଯାହାର ଏକ ଛୋଟ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ..

Recommended Videos