Police Dance: ଗଣେଶ ବିସର୍ଜନ ସମୟରେ ପୋଲିସ କର୍ମଚାରୀ ନାଚିଲେ ଖତରନାକ ଡ୍ୟାନ୍ସ,ଦେଖନ୍ତୁ ଭିଡିଓ

Jagdish Barik Fri, 29 Sep 2023-6:42 pm,

Hyderabad Police Viral Dance Video: ହାଇଦ୍ରାବାଦରେ ଗଣେଶ ଚତୁର୍ଥୀ ବହୁ ଜାକଜକମରେ ପାଳନ କରାଯାଏ । ଏହି ସମୟରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିବାରୁ ସହରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଏକ ପୋଲିସ କର୍ମଚାରୀ ଖୁସିରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link