YouTuber ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା ବେପରୁଆ ଗାଡି ଚାଳନା, RTO ଲଗାଇଲା ୧୧୦୦୦ ଟଙ୍କା ଜରିମାନା

YouTuber Couple Fined Rs 11,000: ସମ୍ବଲପୁରର ରେଢ଼ାଖୋଲ ଅଞ୍ଚଳର ଏକ YouTuber ଦମ୍ପତିଙ୍କୁ ସୋସିଆଲ ମିଡିଆ ରିଲ୍ ସୁଟିଂ ସମୟରେ ବେପରୁଆ ଭାବେ ଗାଡ଼ି ଚଲାଇବା ପାଇଁ ୧୧,୦୦୦ ଟଙ୍କା ଜରିମାନା କରାଯାଇଛି। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ କୋଳରେ ବସି ଗାଡ଼ି ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ-

Recommended Videos