)
Weather Report: ଖୁବ୍ ଶିଘ୍ର ଓଡ଼ିଶାରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ। ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦିନରେ ଖରା-ଗରମ ହେଉଥିବା ବେଳେ ଅପରାହ୍ଣ ସମୟରେ କିଛି କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଶନିବାର ୧୪ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।



Viral Video: ଓଲିଉଡ ଜଗତର ଚିର ସବୁଜ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଣବ ପଟ୍ଟନାୟକଙ୍କ ପ୍ରତିଟି ଗୀତ ଅତ୍ୟନ୍ତ ସୁମଧୁର । ସେଥିପାଇଁ ଏବେ ବି ଅନେକ ପ୍ରଶଂସକ ସେହି ଗୀତକୁ ଗୁଣଗୁଣାନ୍ତି । ଅଭିନେତା ବବି ମିଶ୍ର ନିଜର କିଛି ବନ୍ଧୁଙ୍କ ସହ ମାଝିରେ... ଗାଉଛନ୍ତି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/18/00000003_10.jpg?itok=V-5GxK5V","playtime":"PT1M58S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/bobby_akhaya.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}

Viral Video: ଇଣ୍ଟରନେସନାଲ ବ୍ଲଗର ଲବ ହାଁସନ୍ଦା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଲବଙ୍କ ଭିଡିଓ ଗୁଡିକ ଅନେକ ଶିକ୍ଷଣୀୟ ହୋଇଥିବାରୁ ଲୋକମାନେ ସହଜରେ ଗ୍ରହଣ କରିନିଅନ୍ତି । ନିକଟରେ ଜଣେ ସେଫ୍ ଙ୍କ ସହ ଭେଟ ହୋଇ ଲବ କଣ କଥା ହୋଇଛନ୍ତି ଶୁଣନ୍ତୁ ।
\r\n","summary":"Video: ହୋଟେଲ୍ ରୁ ଭାଇରାଲ ହେଲା ବ୍ଲଗର ଲବ ହାଁସନ୍ଦାଙ୍କ ଭିଡିଓ
\r\n","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_8.jpg?itok=1_sVQyMz","playtime":"PT1M9S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Laba_hotel.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}

Viral Video: ଓଲିଉଡର ତିନି କଳାକାରଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ସୁପ୍ରିୟା ନାୟକ, ଅମ୍ଳାନ ଦାସ ଏବଂ ଅଙ୍କିତ୍ କୁମାର ଭିଡିଓରେ ନଜର ଆସିଛନ୍ତି । ଅମ୍ଳାନଙ୍କ ସହ ସୁପ୍ରିୟା ମିଶି ଅଙ୍କିତଙ୍କ ସହ କିପରି ଚିଟିଂ କରୁଛନ୍ତି ଦେଖନ୍ତୁ ।
\r\n","summary":"Viral Video, viral reel, Ollywood, Actress Supriya Nayak, actor amlaan das, actor aankit kumar
\r\n","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_6.jpg?itok=xuz3rncF","playtime":"PT55S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/supriya_amlan.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}

Viral Video: ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଛନ୍ତି ନାୟକ ଶୁଭାଶିଷ ଶର୍ମା । ହାଣ୍ଡିଆ ବାଲି ଗୀତରେ ୩ଜଣ ଦମଦାର ଷ୍ଟେପ୍ ପକାଇଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_2.jpg?itok=wBLe2_-z","playtime":"PT25S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/handia_wali.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}
Viral Video: ଲୋକପ୍ରିୟତାର ଶୀର୍ଷରେ ଥିବା ଦୁଇ କଳାକାରଙ୍କୁ ଦେଖିବାକୁ ମିଳିଛି ଇନଷ୍ଟା ରିଲସରେ । ଡେଭିଲ୍ କୁଇନ୍ ଅର୍ପିତାଙ୍କ ସହ ନଜର ଆସିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଦେଖନ୍ତୁ ରାସ୍ତା ମଝିରେ ସୁଟ୍ ହୋଇଥିବା ଏହି ରିଲ୍
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/16/00000003_9.jpg?itok=fNb18thq","playtime":"PT28S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Antara_devil.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}


Viral Video: ଜଲିଉଡ ଦୁନିଆର ଚର୍ଚ୍ଚିତ ଅଭିନେତା ସାଇ ସତ୍ୟଜିତ୍ ଚଳିତ ବର୍ଷ ତୁଳସୀ ଗଣନାଟ୍ୟରୁ ବିଦାୟ ନେଇ ନୂଆ ଯାତ୍ରା ବର୍ଷରେ ସୂର୍ଯ୍ୟ ମନ୍ଦିରରେ ଯୋଗ ଦେବେ । ନିକଟରେ ସାଇ ଏକ ସ୍ଥାନକୁ ଯିବା ସମୟରେ ରାସ୍ତା କଡ଼ରେ ଜଣେ ପ୍ରଶଂସକଙ୍କ ସହ ଭେଟ ହୋଇଥିଲେ । ଶୁଣନ୍ତୁ ସେ କଣ କହୁଛନ୍ତି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/16/00000003_6.jpg?itok=yqeGFRcP","playtime":"PT1M29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/sai_road.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}
Viral Video: ଟାଙ୍ଗୀ- ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରୟ ଦଳର ସହକର୍ମୀ ମାନଙ୍କୁ ନେଇ ନିଜ ବ୍ଲକ୍ ଗ୍ରସ୍ତରେ ଯାଇଥିଲେ । ରାଜା ସ୍ୱାଇଁ କେତେ ଟଙ୍କା ପିସି ଖାଇଛି ହିସାବ ଦିଅ ବୋଲି ବ୍ଲକ୍ ଅଫିସର ମାନଙ୍କ ସାମ୍ନାରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_18.jpg?itok=WbNOdvCR","playtime":"PT29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Arindam_dhamak.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଥିଲା । କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା । କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା । କଟକ ଏସ୍ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ଅନ୍ୟପଟେ, ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମ୍ବୁଲାନ୍ସ ମାଲିକ । ସେ କହିଛନ୍ତି ଯେ, ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_17.jpg?itok=Rr3xTCQ8","playtime":"PT2M22S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/bbs4_15May.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}


କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ କଟକଣା ଲଗାଇବା ପରେ ଆଜି ସକାଳ ପ୍ରାୟ ସାଢେ ୧୦ଟା ପରେ ଆଉ ମିଳିଲା ନାହିଁ ପେଟ୍ରୋଲ। ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲା।କାର ମଟରସାଇକେଲ ଆଦି ପେଟ୍ରୋଲ ଚାଳିତ ଗାଡ଼ି ଧରି ଆସିଥିବା ଭକ୍ତ ଓ ଦର୍ଶନାର୍ଥୀ ମାନେ ପେଟ୍ରୋଲ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସବୁଠାରୁ ବଡ଼କଥା ହେଉଛି ପୁରୀର ମାତ୍ର କେଇଘଣ୍ଟା ମଧ୍ୟରେ ଗାଏବ ହୋଇଯାଇଥିଲା ପେଟ୍ରୋଲ ଆଉ ପେଟ୍ରୋଲ ପମ୍ପ ଖାଲି କରିଦିଆଯାଇଥିଲା।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_4.jpg?itok=2sqvRmR6","playtime":"PT3M14S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Puri3_14May.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}
ବଡଦାଣ୍ଡରେ ଦୁର୍ଘଟଣା। ଗୋଟିଏ ସ୍କୁଟିରେ ଯାଉଥିଲେ 4 ଜଣ। ପିଟିଲା ଟାଉନ୍ ବସ। ପୁରୀ ଟାଉନ୍ ଥାନା ସମ୍ମୁଖରେ ଘଟିଛି ଦୁର୍ଘଟଣା। ସ୍କୁଟିକୁ ପିଟିଲା ଟାଉନ୍ ବସ୍। 4 ଆହତ । ଜଣେ ଗୁରୁତର। ଗୁରୁତରଙ୍କ ସମେତ ୪ ଜଣ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ମେଡିକାଲ ଛକ ପାର୍ଶ୍ୱରୁ ଆସୁଥିବା ଯାତ୍ରୀବାହୀ ଟାଉନ୍ ବସ୍ ଟାଉନ୍ ଥାନା ସମ୍ମୁଖରେ ୟୁ ଟର୍ଣ୍ଣ କରୁଥିବା ସମୟରେ ଘଟିଛି ଦୁର୍ଘଟଣା। ଗୋଟିଏ ସ୍କୁଟିରେ ୪ ଜଣ ବସି ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_2.jpg?itok=duqeaWKu","playtime":"PT43S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Puri1_14May.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha"}Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)
)
)
)