)
Weather Report: ଆସନ୍ତାକାଲି ପୁରୀ, ଖୋର୍ଦ୍ଧା ନୟାଗଡ଼,ବାଲେଶ୍ବର, କଟକ, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷିପାରେ। ଲଘୁଚାପ ପ୍ରଭାବରେ ୪ ଜିଲ୍ଲାରେ ୩ ଦିନ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲୁପର, କେନ୍ଦୁଝର ଓ ମୟୁରଭଞ୍ଜରେ ହେବ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Actress Debasmita Panda Video: ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କୁ ଅନେକ ଓଡ଼ିଆ ଧାରାବାହିକରେ ଆପଣ ଦେଖିଥିବେ। ସେ ତାଙ୍କ ଅଭିନୟର ଆରମ୍ଭ ରଘୁପତି ରାଘବ ରାଜାରାମ ଚଳଚ୍ଚିତ୍ରରୁ ହୋଇଥିଲା। ଏବେ ଓଡ଼ିଆ ଦର୍ଶକ ତାଙ୍କୁ ଡାନ୍ସ ଓଡ଼ିଶା ଡାନ୍ସ ରିଆଲିଟି ସୋ' ରେ ଦେଖିଥିବେ। ଏବେ ଦେଖନ୍ତୁ ତାଙ୍କରେ ଏହି ଭିଡିଓ...
\r\n\r\nDisclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/21/00000003_5.jpg?itok=f90M_pRL","playtime":"PT29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/ffefew.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
Riya Dey Video: ଓଡ଼ିଆ ସିନେ ଜଗତର ଖୁବ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ରିୟା ଦେ। ଅଭିନୟରେ ତାଙ୍କର ଚୁଲବୁଲି ଅନ୍ଦାଜ, ଡ୍ୟାନ୍ସ ଓ ଅଭିନୟ ପାଇଁ ସେ ଓଡ଼ିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆର ମଧ୍ୟ ଖୁବ୍ ଆକ୍ଟିଭ୍। ତାଙ୍କ ଫ୍ୟାନ୍ସଙ୍କ ସହ ଜୋଡ଼ି ହୋଇ ରହିବା ପାଇଁ ସେ ଖୁବ୍ ସୁନ୍ଦର ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଛାଡ଼ିଥାନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ...
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/20/00000003_5.jpg?itok=9QFA_sDs","playtime":"PT29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/ewdedwe.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
VIDEO: ସଦର ବନଖଣ୍ଡ ଜଂଘିରା ରେଞ୍ଜ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଙ୍ଗା ଗ୍ରାମର ଜଣେ ଭିନ୍ନକ୍ଷମ ରଇବୁ ନାଏକ ଭୋର ସକାଳ ସମୟରେ ନିଜ ଆମ୍ବ ଓ କାଜୁ ବଗିଚା କୁ ଫଳ ତୋଳିବାକୁ ନିକଟସ୍ଥ ଜାମୁଡିହି ବଗିଚାକୁ ଯାଇ ଗୋଟିକିଆ ଦନ୍ତାହାତୀ ହାବୁଡରେ ପଡି ଯାଇଥିଲେ ଓ ଆକ୍ରମଣର ଶିକାର ହୋଇ ଥିଲେ। ଖବରପାଇ ଗାଁର ଲୋକ ତାକୁ ଗୁରୁତର ଅବସ୍ତାରେ ତାଙ୍କୁ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜ ପଠାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ଯୁ ଖବର ପାଇ ପଣ୍ଡାପଡା ଥାନା ଅଧିକାରୀଙ୍କ ସହିତ ନରଣପୁର ଫରେଷ୍ଟର ଡାକ୍ତରଖାନା ପହଞ୍ଚି ପୋଷ୍ଟମର୍ଟମ କରିଇବା ସହ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/20/00000003_1.jpg?itok=6mFpweiP","playtime":"PT2M47S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/gtfrfr.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}


Viral Video: ଓଲିଉଡ ଜଗତର ଚିର ସବୁଜ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଣବ ପଟ୍ଟନାୟକଙ୍କ ପ୍ରତିଟି ଗୀତ ଅତ୍ୟନ୍ତ ସୁମଧୁର । ସେଥିପାଇଁ ଏବେ ବି ଅନେକ ପ୍ରଶଂସକ ସେହି ଗୀତକୁ ଗୁଣଗୁଣାନ୍ତି । ଅଭିନେତା ବବି ମିଶ୍ର ନିଜର କିଛି ବନ୍ଧୁଙ୍କ ସହ ମାଝିରେ... ଗାଉଛନ୍ତି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/18/00000003_10.jpg?itok=V-5GxK5V","playtime":"PT1M58S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/bobby_akhaya.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}

Viral Video: ଇଣ୍ଟରନେସନାଲ ବ୍ଲଗର ଲବ ହାଁସନ୍ଦା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଲବଙ୍କ ଭିଡିଓ ଗୁଡିକ ଅନେକ ଶିକ୍ଷଣୀୟ ହୋଇଥିବାରୁ ଲୋକମାନେ ସହଜରେ ଗ୍ରହଣ କରିନିଅନ୍ତି । ନିକଟରେ ଜଣେ ସେଫ୍ ଙ୍କ ସହ ଭେଟ ହୋଇ ଲବ କଣ କଥା ହୋଇଛନ୍ତି ଶୁଣନ୍ତୁ ।
\r\n","summary":"Video: ହୋଟେଲ୍ ରୁ ଭାଇରାଲ ହେଲା ବ୍ଲଗର ଲବ ହାଁସନ୍ଦାଙ୍କ ଭିଡିଓ
\r\n","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_8.jpg?itok=1_sVQyMz","playtime":"PT1M9S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Laba_hotel.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}

Viral Video: ଓଲିଉଡର ତିନି କଳାକାରଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ସୁପ୍ରିୟା ନାୟକ, ଅମ୍ଳାନ ଦାସ ଏବଂ ଅଙ୍କିତ୍ କୁମାର ଭିଡିଓରେ ନଜର ଆସିଛନ୍ତି । ଅମ୍ଳାନଙ୍କ ସହ ସୁପ୍ରିୟା ମିଶି ଅଙ୍କିତଙ୍କ ସହ କିପରି ଚିଟିଂ କରୁଛନ୍ତି ଦେଖନ୍ତୁ ।
\r\n","summary":"Viral Video, viral reel, Ollywood, Actress Supriya Nayak, actor amlaan das, actor aankit kumar
\r\n","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_6.jpg?itok=xuz3rncF","playtime":"PT55S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/supriya_amlan.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}

Viral Video: ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଛନ୍ତି ନାୟକ ଶୁଭାଶିଷ ଶର୍ମା । ହାଣ୍ଡିଆ ବାଲି ଗୀତରେ ୩ଜଣ ଦମଦାର ଷ୍ଟେପ୍ ପକାଇଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/17/00000003_2.jpg?itok=wBLe2_-z","playtime":"PT25S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/handia_wali.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
Viral Video: ଲୋକପ୍ରିୟତାର ଶୀର୍ଷରେ ଥିବା ଦୁଇ କଳାକାରଙ୍କୁ ଦେଖିବାକୁ ମିଳିଛି ଇନଷ୍ଟା ରିଲସରେ । ଡେଭିଲ୍ କୁଇନ୍ ଅର୍ପିତାଙ୍କ ସହ ନଜର ଆସିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଦେଖନ୍ତୁ ରାସ୍ତା ମଝିରେ ସୁଟ୍ ହୋଇଥିବା ଏହି ରିଲ୍
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/16/00000003_9.jpg?itok=fNb18thq","playtime":"PT28S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Antara_devil.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}


Viral Video: ଜଲିଉଡ ଦୁନିଆର ଚର୍ଚ୍ଚିତ ଅଭିନେତା ସାଇ ସତ୍ୟଜିତ୍ ଚଳିତ ବର୍ଷ ତୁଳସୀ ଗଣନାଟ୍ୟରୁ ବିଦାୟ ନେଇ ନୂଆ ଯାତ୍ରା ବର୍ଷରେ ସୂର୍ଯ୍ୟ ମନ୍ଦିରରେ ଯୋଗ ଦେବେ । ନିକଟରେ ସାଇ ଏକ ସ୍ଥାନକୁ ଯିବା ସମୟରେ ରାସ୍ତା କଡ଼ରେ ଜଣେ ପ୍ରଶଂସକଙ୍କ ସହ ଭେଟ ହୋଇଥିଲେ । ଶୁଣନ୍ତୁ ସେ କଣ କହୁଛନ୍ତି ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/16/00000003_6.jpg?itok=yqeGFRcP","playtime":"PT1M29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/sai_road.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
Viral Video: ଟାଙ୍ଗୀ- ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରୟ ଦଳର ସହକର୍ମୀ ମାନଙ୍କୁ ନେଇ ନିଜ ବ୍ଲକ୍ ଗ୍ରସ୍ତରେ ଯାଇଥିଲେ । ରାଜା ସ୍ୱାଇଁ କେତେ ଟଙ୍କା ପିସି ଖାଇଛି ହିସାବ ଦିଅ ବୋଲି ବ୍ଲକ୍ ଅଫିସର ମାନଙ୍କ ସାମ୍ନାରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_18.jpg?itok=WbNOdvCR","playtime":"PT29S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/Arindam_dhamak.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଥିଲା । କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା । କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା । କଟକ ଏସ୍ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି । ଅନ୍ୟପଟେ, ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମ୍ବୁଲାନ୍ସ ମାଲିକ । ସେ କହିଛନ୍ତି ଯେ, ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା ।
\r\n","summary":"","thumbnail_url":"https://hindi.cdn.zeenews.com/hindi/sites/default/files/styles/zm_700x400/public/2026/05/15/00000003_17.jpg?itok=Rr3xTCQ8","playtime":"PT2M22S","isyoutube":"No","news_type":"videos","videourl":"https://vodakm.zeenews.com/vod/ZEE_ODISHA/bbs4_15May.mp4/index.m3u8","channel_id":"6","channel_text":"Zee Odisha","channel_logo":"https://english.cdn.zeenews.com/images/logo/livetv/Zee-odisa.svg","channel_url":"https://zeenews.india.com/hindi/zeeodisha","channel_og_site":"zee-odisa","channel_twitter_creator":"@zeeodisha","channel_twitter_site":"@zeeodisha"}
Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)
)
)
)