Raja Parab: ରଜ ଏକ ଅନନ୍ୟ ଓ ନିଆରା କୃଷିଭିତ୍ତିକ ପର୍ବ, ଆଜି ଶେଷ ରଜରେ ଏକାଠି ହେଲେ ସମସ୍ତେ

Raja Parab: ଓଡ଼ିଶାରେ ପାଳିତ ହେଉଥିବା ସମସ୍ତ ପର୍ବ ମଧ୍ୟରେ ରଜ ଏକ ଅନନ୍ୟ ଓ ନିଆରା କୃଷି ଭିତ୍ତିକ ପର୍ବ ! ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ମୌସୁମୀ ବର୍ଷାକୁ ସ୍ୱାଗତ କରିବା ଏହି ପର୍ବର ମୂଳକଥା ହୋଇଥିବା ବେଳେ ପ୍ରକୃତି ର ଉପାସନା ଏହି ପର୍ବର ମୂଳ ମନ୍ତ୍ର ଅଟେ ! ଗାଁ ଠୁ ସହର ଓଡ଼ିଶାର ସର୍ବତ୍ର 3ଦିନ ଧରି ଏହି ଗଣପର୍ବ ପାଳିତ ହୁଏ ! ଏହି ସମୟରେ ଧରିତ୍ରୀମାତା ରୋଜବତୀ ବା ଉତ୍ପାଦନ କ୍ଷମ ହେଉଥିବାରୁ ସମସ୍ତ କୃଷିକାର୍ଯ୍ୟ ବନ୍ଦ ହୋଇଥାଏ ! କୃଷକ ପରିବାରରେ ଆନନ୍ଦ ଉଲ୍ଲାସ ଲାଗିଥାଏ !

Recommended Videos