• ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ୟୁଏସ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ କଥାହେବେ
  • ଆଜି ବିଭିନ୍ନ କମ୍ପାନୀର ସିଇଓମାନଙ୍କୁ ସାକ୍ଷାତ କରିବେ
  • ୫ଟି କମ୍ପାନୀର ସିଇଓମାନଙ୍କୁ ମୋଦିଙ୍କ ସାକ୍ଷାତ କାର୍ଯ୍ୟକ୍ରମ
  • ଆସନ୍ତାକାଲି ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୬ରେ ବସିବ ମାଓ ଦମନ ବୈଠକ
  • କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
  • ଯୋଗଦେବେ ଓଡ଼ିଶା ସମେତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ରାଜ୍ୟର ସିଏସ, ପୋଲିସ ଡିଜି, ବରିଷ୍ଠ ଅଧିକାରୀ ଯୋଗଦେବେ
  • ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

50 ସେକେଣ୍ଡରେ ଖବର: ଖୁବ କମ ସମୟରେ ଦେଖନ୍ତୁ ରାଜ୍ୟର ଟିକିନିକ ଖବର