Cyclone Update: ଭୂସ୍ଖଳନ ଆଶଙ୍କା ପାଇଁ କଳିଙ୍ଗା ଘାଟି ରାସ୍ତା ସିଲ୍, ଗୋପାଳପୁରରେ ହୋଟେଲ୍ ବୁକିଂ ବାତିଲ

କନ୍ଧମାଳରେ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ରାସ୍ତା ସିଲ୍‌ କରାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ରାସ୍ତା ସିଲ୍‌ କରାଯାଇଥିବା ସୂଚନା ମିଳିଛି ।

Cyclone Update: ଭୂସ୍ଖଳନ ଆଶଙ୍କା ପାଇଁ କଳିଙ୍ଗା ଘାଟି ରାସ୍ତା ସିଲ୍, ଗୋପାଳପୁରରେ ହୋଟେଲ୍ ବୁକିଂ ବାତିଲ

About the Author