Weather Updates: ପାହାଡିଆ ଅଞ୍ଚଳରେ ପ୍ରବଳ ତୁଷାରପାତ, ଉତ୍ତର ଭାରତରେ ବଢୁଛି ଶୀତର ମାତ୍ରା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି। ପାହାଡିଆ ରାଜ୍ୟ ଗୁଡିକରେ ଏବେ ତୁଷାରପାତ ରହିଛି। ଫଳରେ ପାହାଡିଆ ଅଞ୍ଚଳରୁ ପ୍ରବାହିତ ଶୀତଳ ବାୟୁ ପ୍ରଭାବରେ ଉତ୍ତର ପ୍ରଦେଶ, ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଶୀତ ଲହରୀ ବୃଦ୍ଧି ପାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ଏବଂ

Weather Updates: ପାହାଡିଆ ଅଞ୍ଚଳରେ ପ୍ରବଳ ତୁଷାରପାତ, ଉତ୍ତର ଭାରତରେ ବଢୁଛି ଶୀତର ମାତ୍ରା

About the Author