Advertisement
Article Detail0/zeeodisha/odisha2771185
Zee OdishaWeatherWeather Update: ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ;ପ୍ରଭାବରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ

Weather Update: ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ;ପ୍ରଭାବରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ

Weather Update:ଅସହ୍ୟ ଗରମରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ରାଜଧାନୀରେ ସକାଳୁ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଗାମୀ ଦୁଇ ଘଣ୍ଟାରେ କାଳବୈଶାଖୀ ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । 

Weather Update:  ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ;ପ୍ରଭାବରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଆଲର୍ଟ

Weather Update:ଅସହ୍ୟ ଗରମରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ରାଜଧାନୀରେ ସକାଳୁ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଗାମୀ ଦୁଇ ଘଣ୍ଟାରେ କାଳବୈଶାଖୀ ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଏନେଇ ୫ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା ଭୁବନେଶ୍ବର, କଟକ,  କେନ୍ଦ୍ରାପଡା, ଯାଜପୁର ଓ ଖୋର୍ଧା। ବିଶେଷକରି, ଟ୍ବିନ୍ ସିଟି କଟକ- ଭୁବନେଶ୍ବରରକୁ କାଳବୈଶାଖି ନେଇ ଆଲର୍ଟ ରହିଛି। ସେପଟେ, ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ୨୪ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ।  ମୌସୁମୀ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ। ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁବ ମୌସୁମୀ।  ୨୦୦୯ ମେ'୨୩ରେ କେରଳ ଛୁଇଁଥିଲା ମୌସୁମୀ । 

ALSO READ: Odisha Weather Update: ଆସୁଛି ବଡ଼ ବର୍ଷା! ବିଜୁଳି ଘଡ଼ଘଡି଼ ସହ ୫ ଜିଲ୍ଲାରେ ପ୍ରବଳ ବର୍ଷିବ

 

Add Zee News as a Preferred Source

 

About the Author