IMD Alert: ଦିଲ୍ଲୀରେ ଝିପିଝିପି ବର୍ଷା ଆରମ୍ଭ, ସତର୍କ ସୂଚନା ଜାରି...

Published: Jul 07, 2026, 02:49 PM IST|Updated: Jul 07, 2026, 02:49 PM IST

Weather Update: ଦେଶରେ ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଛି । ଆଜି ରାଜଧାନୀ ଦିଲ୍ଲୀର ଆକାଶ ମେଘାଛନ୍ନ ରହିଛି ।

Weather Update: ଆଜି ସକାଳ ସମୟରୁ ଦିଲ୍ଲୀ-ଏନସିଆରରେ ଆକାଶ ମେଘୁଆ ରହିଛି । ଏଥିସହ ଥଣ୍ଡା ପବନ ବହୁଛି ଏବଂ ତାପମାତ୍ରା ୩୨° ସେଲସିୟସ୍ ପାଖାପାଖି ରହିଛି। ପାଣିପାଗ ବିଭାଗ (IMD) ରାଜଧାନୀ ଏବଂ ଅନ୍ୟ କେତେକ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି।