Weather Forecast: ଶନିବାର ଠାରୁ ବଢିବ ଶୀତ, ଏହି ସ୍ଥାନମାନଙ୍କ ପାଇଁ ଆଲର୍ଟ ଜାରି...

Published: Jan 15, 2025, 06:55 AM IST|Updated: Jan 15, 2025, 06:55 AM IST

Weather Forecast: ଶନିବାରଠାରୁ ପୁଣିଥରେ ବଢିବ ଶୀତ। ରାତିରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ରାଜ୍ୟରେ ଅର୍ଦ୍ଧାଧିକ ସ୍ଥାନରେ ତାପମାତ୍ରା ୧୩ ରୁ ୧୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।