Heavy Rain Alert: ପୁଣି ଆସୁଛି ଲଘୁଚାପ!ରୁହନ୍ତୁ ସତର୍କ,ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା ସହ ୪୦ କିମି ବେଗରେ...

Written ByNarmada Behera
Published: Sep 17, 2025, 06:53 AM IST|Updated: Sep 17, 2025, 06:53 AM IST

Heavy Rain Alert: ରାଜ୍ୟରେ ଜାରି ରହିଛି ଖରା-ବର୍ଷାର ଲୁଚକାଳି ଖେଳ। ତେବେ, ଏନେଇ ଏକ ଖୁସି ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗକୁ ଆସୁଛି ଲଘୁଚାପ। ତେବେ, ଆସନ୍ତୁ ଜାଣିବା ଲଘୁଚାପ କେବେ ହେବ। ଏବଂ ଆଜି କେଉଁସବୁ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ ଜାରି ହୋଇଛି।...