Weather Update: ମେ'ଶେଷ ସପ୍ତାହରେ ଆସୁଛି ଦୁଇଟି ବଡ଼ ଲଘୁଚାପ! ୨୧ ରୁ ଆରମ୍ଭ ହେବ ବର୍ଷା

Written ByNarmada Behera
Published: May 20, 2025, 01:43 PM IST|Updated: May 20, 2025, 01:43 PM IST

Weather Update: ଏକାସାଙ୍ଗରେ ଦୁଇଟି ଲଘୁଚାପ। ମେ'ଶେଷ ସପ୍ତାହରେ  ବଙ୍ଗୋପସାଗର ଏବଂ ଆରବ ସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ତାରିଖ ବେଳକୁ  ଆରବ ସାଗରର କର୍ଣ୍ଣାଟକ  ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨  ତାରିଖ ବେଳକୁ  ଏହା ଲଘୁଚାପ ରୂପ ନେଇପାରେ।