Weather News: ପାଣିପାବ ବିଭାଗର ସଦ୍ୟତମ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା
)
ଉତ୍ତରପୂର୍ବ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି।
)
ଏହା ପ୍ରଭାବରେ ଆଗାମୀ ଏକ ସପ୍ତାହ ମଧ୍ୟରେ ତାପମାତ୍ରା ଧୀରେ ଧୀରେ ଖସିପାରେ
)
କିନ୍ତୁ ନଭେମ୍ୱର ୧୪/୧୫ ବେଳକୁ ଦୃଷ୍ଟାନ୍ତ ମୂଳକ ଭାବରେ ତାପମାତ୍ରା ଖସିବା ସହିତ ଶୀତ ଅନୁଭୂତ ହୋଇପାରେ।
)
ପ୍ରଥମ ଲଘୁଚାପର ରାଜ୍ୟରେ କୌଣସି ପ୍ରଭାବ ନାହିଁ
)
ଦ୍ବିତୀୟ ଲଘୁଚାପ ୧୯-୨୧ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ।
)
ସକ୍ରିୟ ହେବ ଗୁରୁଚାପ କ୍ଷେତ୍ର ଫଳରେ ୧୪ ରୁ ବଢିବ ଶୀତ
)
ବିଗତ ୨ ଦିନର ତାପମାତ୍ରା ଅନୁଯାୟୀ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହୁଥିବାରୁ ତାପମାତ୍ରାରେ ବିଶେଷ ହ୍ରାସ ପରିଲକ୍ଷିତ ହୋଇନାହିଁ
)
କିନ୍ତୁ ପଶ୍ଚିମ, ଅଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପାରଦ ଯଥେଷ୍ଟ କମ ରହୁଛି।
)
ତେବେ ଆଗାମୀ ୪-୫ ଦିନ ମଧ୍ୟରେ ପାରଦ ଆହୁରି ଖସିବା ନେଇ ପୂର୍ବାନୁମାନ କରାଯାଇଛି
)
ସ୍ୱଭାବିକ ଠାରୁ କମ ରହିବ ରାତ୍ରି ତାପମାତ୍ରା
)
ନଭେମ୍ବର ୧୪ ରୁ ରାଜ୍ୟରେ ଅଧିକ ଶୀତର ପ୍ରଭାବ।
ट्रेन्डिंग फोटोज़