Advertisement
Article Detail0/zeeodisha/odisha2666231
Zee OdishaWeatherWeather Report: ଜାଣନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିପରି ରହିବ ଆପଣଙ୍କ ଅଞ୍ଚଳର ପାଣିପାଗ...

Weather Report: ଜାଣନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିପରି ରହିବ ଆପଣଙ୍କ ଅଞ୍ଚଳର ପାଣିପାଗ...

 Weather Report: ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଆଜି ଟିଟିଲାଗଡ଼ରେ ୩୮.୫ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ା(Jharsuguda)ରେ ୩୮.୨ ଓ ବଲାଙ୍ଗୀରରେ ୩୮ ଡିଗ୍ରି ରେକର୍ଡ କରାଯାଇଛି। ଏହା ସହିତ ୧୧ ସହରର ତାପମାତ୍ରା ୩୭ଡିଗ୍ରିରୁ ଅଧିକ ରହିଛି

Weather Report: ଜାଣନ୍ତୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିପରି ରହିବ ଆପଣଙ୍କ ଅଞ୍ଚଳର ପାଣିପାଗ...
Weather Report: ରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ଧିରେ ଧିରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବାକୁ ଯାଉଛୁ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ଆଜି ଟିଟିଲାଗଡ଼ରେ ୩୮.୫ ଡିଗ୍ରି ରେକର୍ଡ କରାଯାଇଛି। ଝାରସୁଗୁଡ଼ା(Jharsuguda)ରେ ୩୮.୨ ଓ ବଲାଙ୍ଗୀରରେ ୩୮ ଡିଗ୍ରି ରେକର୍ଡ କରାଯାଇଛି। ଏହା ସହିତ ୧୧ ସହରର ତାପମାତ୍ରା ୩୭ଡିଗ୍ରିରୁ ଅଧିକ ରହିଛି।
 
ସେହିପରି  ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଉପକୂଳ ଓଡ଼ିଶା ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଉଛି।
 

Add Zee News as a Preferred Source
About the Author