Weather Update: ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପାରଦ ୩୯ ଡିଗ୍ରୀ ଛୁଇଁଛି। ତେବେ, ଆଗକୁ କିଭଳି ରହିବ ସ୍ଥିତି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଗକୁ ସ୍ଥିତି ଭୟଙ୍କର ହେବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବନି।
Trending Photos
)
#Weather briefing (In #Hindi) by Scientist-D: Dr. Sanjeev Dwivedi, based on 0830 Hrs IST observation of #05thMarch,2025https://t.co/sj8W6e07EY
— Meteorological Centre, Bhubaneswar (@mcbbsr) March 5, 2025