Vantara project:ଜଳ,ଜଙ୍ଗଲ ଓ ଜମିର ସୁରକ୍ଷା କରିବ ଅମ୍ବାନୀ ପରିବାରର ‘ବନତାରା’

ଅମ୍ବାନୀ ପରିବାରର ସାନପୁଅ ଅନନ୍ତ ଅମ୍ବାନୀ ନିକଟରେ 'ବନତାରା' ପ୍ରକଳ୍ପ ଆରମ୍ଭ ବାବଦରେ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ମିଳିତ ଭାବେ ବିକଶିତ କରୁଛି, ଯାହା ସାରା ବିଶ୍ୱର ନିର୍ଯାତିତ ପଶୁମାନଙ୍କ ପାଇଁ ଆଶାର ଘର ହେବ । ଭାରତରେ ଏହା ହେଉଛି ଏଭଳି ପ୍ରଥମ ପ୍ରକଳ୍ପ, ଯେଉଁଠାରେ ପଶୁମାନଙ୍କର ଯତ୍ନ ନିଆଯିବ ଏବଂ ଚିକିତ୍ସା କରାଯିବ ।

Vantara project:ଜଳ,ଜଙ୍ଗଲ ଓ ଜମିର ସୁରକ୍ଷା କରିବ ଅମ୍ବାନୀ ପରିବାରର ‘ବନତାରା’
Image Credit: SOCIAL MEDIA

About the Author