Highpaying Govt Job: ଭାରତର ଏହି ୧୦ଟି ସରକାରୀ ଚାକିରିରେ ମିଳେ ଲକ୍ଷ ଲକ୍ଷ ଟଙ୍କା ଦରମା

Jul 10, 2023, 01:46 PM IST

Narmada Behera

ଆଇଏଏସ୍ (IAS), ଏହି ଚାକିରୀରେ  ୫୬,୧୦୦ ଟଙ୍କା ଦରମା ଚାକିରି ଆରମ୍ଭରୁ ମିଳିଥାଏ।  ୮ବର୍ଷ ପରେ, ୧,୩୧,୨୪୯ ମିଳିଥାଏ । ସର୍ବାଧିକ ୨,୫୦,୦୦୦ ଦରମା ମିଳେ । 

ଆଇପିଏସ୍(IPS), ସେହିପରି ଆଇପିଏସ୍ ମାନଙ୍କର ଚାକିରୀ ଆରମ୍ଭରୁ  ୫୬,୧୦୦ ଟଙ୍କା ଦରମା ମିଳେ। ଏବଂ ୮ ବର୍ଷ ପରେ ୧,୩୧,୧୦୦ ଦରମା ମିଳେ। ସର୍ବାଧିକ ୨,୨୫,୦୦୦ ଦରମା ମିଳିଥାଏ । 

ଆରବିଆଇ, ସେହିପରି ଆରବିଆଇରେ ଚାକିରି କରୁଥିବା ଅଧିକାରୀଙ୍କ ଦରମା ଆରମ୍ଭରୁ ୫୫,୨୦୦ ରୁ ଆରମ୍ଭ ହୋଇ ୯୯,୭୫୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। 

ପ୍ରତିରକ୍ଷା ସେବା( Defence Service)ରେ ମଧ୍ୟ ଭଲ ଦରମା ମିଳିଥାଏ । 

ଡିଆରଡିଓରେ ସାଇଣ୍ଟିଷ୍ଟ ଓ ଇଞ୍ଜିନିୟରମାନଙ୍କୁ ମଧ୍ୟ ଭଲ ଦରମା ମିଳିଥାଏ । ସେମାନଙ୍କ ଦରମା ମାସିକ ୫୦,୦୦୦ ହଜାରରୁ ଆରମ୍ଭ ହୋଇଥାଏ । 

ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍ ଙ୍କ ମାସିକ ଦରମା ୧,୦୦,୦୦୦ ରୁ ଆରମ୍ଭ ହୋଇଥାଏ । ଅଭିଜ୍ଞତା ଅନୁସାରେ, ଦରମା ବଢେ। 

ଆଇଆଇଟି, ଆଇଆଇଏମ୍ ଓ ଏମ୍ସ ପ୍ରଫେସରଙ୍କ ଦରମା ମଧ୍ୟ ବହୁତ ଅଧିକ ଥାଏ।

ପିଏସୟୁସ୍ (PSUs) କ୍ଷେତ୍ରରେ ଚାକିରୀ କରୁଥିବା ଲୋକଙ୍କ ଦରମା ମଧ୍ୟ ଭଲ ଥାଏ । 

ଆଇଏଫଏସ୍(IFS) ଚାକିରିରେ ପଦବୀ ଅନୁସାରେ ଦରମା ମିଳିଥାଏ। ଚାକିରି ଆରମ୍ଭରୁ ୫୬,୧୦୦ ଟଙ୍କା ମିଳିଥାଏ । 

ବ୍ୟାଙ୍କ ଏକ୍ସଜିକ୍ୟୁଟିଭ୍ ଅଧିକାରୀଙ୍କ ଦରମା ୫୦ ହଜାରରୁ ଆରମ୍ଭ ହୋଇଥାଏ।  (Disclaimer: ଏଠାରେ ଦିଆଯାଇଥିବା ସୂଚନା  ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)