ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଟପ୍ ୧୦ ବ୍ୟାଟ୍ସମ୍ୟାନ୍ କିଏ ଜାଣନ୍ତି କି?

May 29, 2023, 05:48 PM IST

Payal Priyadarshini

୩୩୭ଟି ମ୍ୟାଚ୍ ଖେଳି ୭୨୬୩ ରନ୍ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି।

୨୧୭ଟି ମ୍ୟାଚ ଖେଳି ୬୬୧୭ ରନ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶିଖର ଧାୱନ ।

ଡେଭିଡ଼ ୱାର୍ଣ୍ଣର, ୧୭୬ ମ୍ୟାଚରେ ଖେଳି ୬୩୯୬ ରନ୍ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

ମୁମ୍ବାଇ ଇଣ୍ତିଆନ୍ସ ଅଧିନାୟକ ରୋହିତ ଶର୍ମା ୨୪୨ଟି ମ୍ୟାଚରେ ୬୨୦୩ ରନ୍ ସଂଗ୍ରହ କରି ଚତୁର୍ଥ ସ୍ଥାନରେ ଅଛନ୍ତି । 

୨୦୫ଟି ମ୍ୟାଚରେ ୫୫୨୮ ରନ୍ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି ସୁରେଶ ରାଇନା ।

୧୮୪ ମ୍ୟାଚରେ ୫୧୬୨ ରନ୍ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ଏବି. ଡିଭିଲିୟର୍ସ।

ମହେନ୍ଦ୍ର ସିଂହ ଧୋନୀ, ୨୪୯ଟି ମ୍ୟାଚ୍ ଖେଳି ୫୦୮୨ ରନ୍ ସହ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ।

୧୪୨ଟି ମ୍ୟାଚ ଖେଳି ୪୯୬୫ ରନ୍ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି କ୍ରିସ୍ ଗେଲ । 

ରବିନ୍ ଉଥାପ୍ପା, ୨୦୫ଟି ମ୍ୟାଚରେ ୪୯୫୨ ରନ ସହ ନବମ ସ୍ଥାନ ବଜାଇ ରଖିଛନ୍ତି ।

୨୪୨ଟି ମ୍ୟାଚ୍ ଖେଳି ୪୫୧୬ ରନ ସହ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ଦୀନେଶ କାର୍ତ୍ତିକ ।