ଏମାନେ ହେଉଛନ୍ତି ପ୍ଲେ ଅଫରୁ ବାଦ ପଡ଼ିଥିବା ଫ୍ଲପ୍ ଟିମର ଷ୍ଟାର ଖେଳାଳି
May 24, 2023, 06:53 PM IST
Payal Priyadarshini
ଏଫ୍ ଡୁ଼ ପ୍ଲେସିସ୍ ଆଇପିଏଲରେ ୭୩୦ ରନ୍ କରିଛନ୍ତି। ତାଙ୍କର ଚଳିତ ବର୍ଷର ସର୍ବାଧିକ ସ୍କୋର ୮୪ ଅଟେ।
ବିରାଟ କୋହଲି ଚଳିତ ଆଇପିଏଲରେ ୬୩୯ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୦୧।
ଯଶସ୍ୱୀ ଜୟସ୍ୱାଲ ୬୨୫ ରନ୍ କରି ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି । ତାଙ୍କର ସର୍ବାଧିକ ରନ୍ ରହିଛି ୧୨୪ ।
ଦିଲ୍ଲୀ କ୍ୟାପିଟାଲର ଡେଭିଡ଼ ୱାର୍ନର ମୋଟ ୫୧୬ ରନ କରିଥିବା ବେଳେ ୮୬ ତାଙ୍କର ସର୍ବାଧିକ ରନ ଅଟେ।
କେକେଆର୍ର ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ୪୭୪ ରନ ସଂଗ୍ରହ କରିଥିବା ବେଳେ ୬୭ ତାଙ୍କର ସର୍ବାଧିକ ସ୍କୋର ଅଟେ।
ରାଜସ୍ଥାନ ରୟାଲ୍ସର ୟୁଜବେନ୍ଦ୍ର ଚହଲ ଚଳିତ ବର୍ଷ ୧୪ଟି ମ୍ୟାଚରେ ସର୍ବାଧିକ ୨୧ଟି ୱିକେଟ୍ ହାସଲ କରିଛନ୍ତି।
କୋଲକାତାର ବରୁଣ ଚକ୍ରବର୍ତ୍ତୀ ୧୪ଟି ମ୍ୟାଚରେ ୨୦ଟି ୱିକେଟ୍ ନେଇଛନ୍ତି।
ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ମହମ୍ମଦ ସିରାଜ ୧୯ଟି ୱିକେଟ୍ ନେଇଛନ୍ତି ।
ପଞ୍ଜାବ କିଙ୍ଗ୍ସର ଯୁବ ବଲର ଅର୍ଶଦୀପ ସିଂହ ମୋଟ ୧୭ଟି ୱିକେଟ୍ ନେଇଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଭୁବନେଶ୍ୱର କୁମାର ୧୪ଟି ମ୍ୟାଚରେ ମୋଟ ୧୬ଟି ୱିକେଟ୍ ନେଇଛନ୍ତି ।
Cricketers Love Story: ବିବାହ ପୂର୍ବରୁ ବାପା ହୋଇ ଯାଇଥିଲେ ଏହି ସବୁ ଷ୍ଟାର କ୍ରିକେଟର୍
Next Webstory