ଚାକିରି ଛାଡିବା ପୂର୍ବରୁ ନିଶ୍ଚିତ ଭାବରେ କରି ନିଅନ୍ତୁ ଏହି କାମ

May 18, 2023, 03:06 PM IST

Jagdish Barik

ଚାକିରି ଛାଡିବାକୁ ଚିନ୍ତା କରୁଥିଲେ, ଏହା ପୂର୍ବରୁ କିଛି କାମ କରିନେବା ଉଚିତ୍

ଏହାଦ୍ୱାରା ଆପଣଙ୍କ ପୁରୁଣା କମ୍ପାନୀ ସହ ସମ୍ପର୍କ ଖରାପ ହେବ ନାହିଁ

ନୂଆ କମ୍ପାନୀରେ ଯୋଗ ଦେବାରେ ମଧ୍ୟ କୌଣସି ସମସ୍ୟା ଉପୁଜିବ ନାହିଁ

ଚାକିରି ଛାଡିବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବା ଉଚିତ୍

ନୂଆ ଚାକରୀର ବିକଳ୍ପ ପ୍ରଥମେ ଦେଖି ନେବା ଜରୁରୀ

ରାଗିକି କେବେ ଚାକିରୀ ଛାଡ଼ନ୍ତୁ ନାହିଁ 

ଆପଣଙ୍କ ସିନିୟରକୁ ଏହା ବିଷୟରେ ନିଶ୍ଚିତ ଜଣାନ୍ତୁ

ନୋଟିସ୍ ଦିଅନ୍ତୁ ଓ ଏହାକୁ ପୂରା ମଧ୍ୟ କରନ୍ତୁ

ନିଜର ସବୁ ପ୍ରୋଜେକ୍ଟ ପୂରା କରନ୍ତୁ 

ଏକ ବ୍ୟବସ୍ଥିତ ଢଙ୍ଗରେ ଚାକିରୀ ଛାଡ଼ନ୍ତୁ