ସଫଳତା ପାଇବା ପାଇଁ ଆପଣାନ୍ତୁ ଖାନ୍ ସାରଙ୍କ ଏହି ସରଳ ଟିପ୍ସ

Jun 6, 2023, 08:46 PM IST

Jagdish Barik

ଅଧିକାଂଶ ଛାତ୍ରଛାତ୍ରୀ ଟାଇମ୍ ଟେବୁଲକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି 

ଖାନ ସାର୍ ପ୍ରାୟତ ଛାତ୍ରଛାତ୍ରୀଙ୍କୁ ପଢିବା ପାଇଁ ବିଭିନ୍ନ ଟିପ୍ସ ଦେଇଥାନ୍ତି 

ସେ କୁହନ୍ତି ଯେ ଟାଇମ୍ ଟେବୁଲରେ କେବଳ ଗୁରୁତ୍ୱପୂର୍ଣ୍ଣ ଜିନିଷ ସାମିଲ କରିବା ଉଚିତ୍ 

କେତେ ସମୟ ବୁଲିବେ, କେତେ ସମୟ ବିଶ୍ରାମ କରିବେ ଏହାକୁ ପୂର୍ବରୁ ସ୍ଥିର କରନ୍ତୁ

ପୂରା ଟାଇମ୍ ଟେବୁଲରେ କେବଳ ପାଠପଢା ସାମିଲ କରନ୍ତୁ ନାହିଁ

ଅଧ୍ୟୟନ ସମୟକୁ ଉନ୍ନତ କରିବା ପାଇଁ ସକାଳେ ଜଲ୍ଦି ଉଠନ୍ତୁ

ଅତିକମରେ ୮ ଘଣ୍ଟା ପାଠ ପଢିବା ଅତ୍ୟନ୍ତ ଜରୁରୀ

କିଛି ଘଣ୍ଟା ରିଭିଜନ ପାଇଁ ରଖନ୍ତୁ

ପରୀକ୍ଷା ସମୟରେ କିଛି ନୂଆ ପଢିବା ଠାରୁ ଦୂରେଇ ରୁହନ୍ତୁ 

ଯାହା ପଢୁଛନ୍ତି ତାକୁ ଯଥାସମ୍ଭବ ରିଭିଜନ କରନ୍ତୁ ।